ନଦୀ ଗର୍ଭରେ ଲୀନ ହେ।ବାକୁ ବସିଛି ଯାଜପୁର ଜିଲ୍ଲାର କଣ୍ଟିପୁର ଗାଁ
10/09/2018 at 8:52 PM

ଯାଜପୁର ୧୦/୦୯ : ନଦୀ ଗର୍ଭରେ ଲୀନ ହେ।ବାକୁ ବସିଛି ଯାଜପୁର ଜିଲ୍ଲାର କଣ୍ଟିପୁର ଗାଁ। ଲଗାଣ ବର୍ଷା ଯେ।ଗୁ ଖରସ୍ରେ।ତାରେ ବନ୍ୟାଜଳ ପ୍ରଭାହିତ ହେବା ଫଳରେ କାଣିନଦୀ ବନ୍ଧରୁ ଅତଡା ଖସୁଛି । ଫଳରେ କଣ୍ଟିପୁରର ପୁହାଣସାହି ଏବେ ନଦୀଗର୍ଭକୁ ଯିବାକୁ ବସିଛି । ହେଲେ ଅଭିଯେ।ଗ ପରେ ବି କୌଣସି ପଦକ୍ଷେପ ନେଉନାହାନ୍ତି ପ୍ରଶାସନିକ ଅଧିକାରୀ ଓ ରାଜନେତା ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021