Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ବଙ୍ଗୋମୁଣ୍ଡାରେ କାଳବୈଶାଖୀର ସମୀକ୍ଷା କଲେ କଣ୍ଟାବାଞ୍ଜି ବିଧାୟକ

31/05/2021 at 7:50 PM

କଣ୍ଟାବାଞ୍ଜି ୩୧।୫: ସୋମବାର ଅପରାହ୍ନ ସମୟରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସହରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । କୁଆପଥର ବର୍ଷା ହେବା ସହ ଜୋରରେ ପବନ ହେବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । କାହା ଘରର ଛପର ଉଡିଯାଇଛି ତ ଆଉ କାହା ଘର ଉପରେ ଗଛ ପଡିଯାଇଛି । କାଳବୈଶାଖୀ ତାଣ୍ଡବରେ ବଙ୍ଗୋମୁଣ୍ଡାରୁ କଣ୍ଟାବାଞ୍ଜି ଯାଉଥିବା ୪୨ ନମ୍ବର ରାଜ୍ୟ ରାଜପଥ ଏବଂ ୫୯ ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ବଡ ବଡ ଗଛ ସବୁ ଉପୁଡି ରାସ୍ତା ଉପରେ ପଡି ରହିଥିଲା  । ଯାହା ଫଳରେ ରାସ୍ତା ଅବରୋଧ ହୋଇଛି । ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡିଯାଇଛି । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି  ।

ତେବେ ଏ ଖବର କଣ୍ଟାବାଞ୍ଜି ବିଧାୟକ ପାଇବା ପରେ ବଙ୍ଗୋମୁଣ୍ଡାରେ ପହଞ୍ଚି ସମୀକ୍ଷା କରିଛନ୍ତି । ବିଧାୟକ ତାଙ୍କ ସମର୍ଥକମାନଙ୍କ ସହ ବଙ୍ଗୋମୁଣ୍ଡା ସହର ବୁଲି କାଳବୈଶାଖୀର ସମୀକ୍ଷା କରିଛନ୍ତି । ଯେଉଁ ଲୋକଙ୍କ ଘର ଉପରେ ଗଛ ପଡିଛି ତାହା ତୁରନ୍ତ ହଟାଇବା ସହ କ୍ଷତିପୂରଣ ଦେବାକୁ  ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦାବି  କରିଛନ୍ତି । 

   Related Posts