Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଅନୁରାଗ-ପାୟଲ ବିବାଦ: କଙ୍ଗନା କହିଲେ, ‘ଏଠାରେ ନୂଆ କଳାକାରଙ୍କ ସହ ସେକ୍ସ ୱାର୍କର ଭଳି ବ୍ୟବହାର ହୁଏ, ମୋ ସହ ବି ହୋଇଥିଲା’

21/09/2020 at 6:11 PM

ମୁମ୍ବାଇ ୨୧/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଲଗାତାର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରୁଛନ୍ତି । ଅନୁରାଗ କଶ୍ୟପଙ୍କ ଉପରେ ଅଭିନେତ୍ରୀ ପାୟଲ ଘୋଷ ଯୌନ ଶୋଷଣ ଆରୋପ ଲଗାଇବା ପରେ କଙ୍ଗନା ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । କଙ୍ଗନା ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଏକ୍ସପିରିଏନ୍ସ ସମସ୍ତଙ୍କ ସହ ସେୟାର କରିଛନ୍ତି । ପାୟଲଙ୍କ ଅଭିଯୋଗ ପରେ କଙ୍ଗନା କହିଛନ୍ତି ତାଙ୍କ ସହ ମଧ୍ୟ ଅନେକ ସହକର୍ମୀ ଏହିଭଳି କରିଛନ୍ତି ।

ଶନିବାର ଦିନ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଆରୋପ ଆଣିଥିବା ପାୟଲ ଘୋଷଙ୍କୁ କଙ୍ଗନା ସମର୍ଥନ କରି ଟ୍ୱିଟ କରିଥିଲେ । ଟ୍ୱିଟରେ ସେ ଲେଖିଥିଲେ, ଅନୁରାଗ ସ୍ୱୀକାର କରିଛନ୍ତି ଯେ ବିଭିନ୍ନ ମହିଳାଙ୍କୁ ବିବାହ କରିବ ପରେ ସେ ସନ୍ତୁଷ୍ଟ ନଥିଲେ । ଅନୁରାଗ ପାୟଲ ସହ ଯାହା କରିଛନ୍ତି ତାହା ବଲିଉଡରେ ଏକ ସାମାନ୍ୟ କଥା । ଇଣ୍ଡଷ୍ଟ୍ରିରେ ସଂଘର୍ଷ କରୁଥିବା କଳାକାରଙ୍କ ସହ ସେକ୍ସ ୱାର୍କରଙ୍କ ଭଳି ବ୍ୟବହାର କରାଯାଇଥାଏ ।

କଙ୍ଗନା ଓ ଅନୁରାଗଙ୍କ ମଧ୍ୟରେ ଅଧିକାଂଶ ସମୟରେ କଡା ବୟାନବାଜି ଚାଲିଥାଏ । କଙ୍ଗନା ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସମର୍ଥକ । କିନ୍ତୁ ଅନୁରାଗ ସବୁବେଳେ ସରକାରଙ୍କୁ ସମାଲୋଚନା କରିଥାନ୍ତି ।

   Related Posts