Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୟାଗଡରେ କଙ୍ଗାରୁ କୋର୍ଟ : ଚୋର ଧରିବାକୁ ଗାଁରେ ବୁଲିଲା ଖଟ, ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ

ନୟାଗଡ ୧୨|୬: ନୟାଗଡରେ କଙ୍ଗାରୁ କୋର୍ଟ । ଚୋର ଧରିବାକୁ ରଣପୁର ଥାନା କୋଟଗଡ ଗାଁରେ ବୁଲିଲା ଖଟ । ଚୋରି କରିଥିବା ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ପରିବାରର ୨ ଆହତ ହୋଇଥିବା ବେଳେ ସେମାନଙ୍କୁ ରାଜସୁନାଖଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

166 Views

   ସମ୍ବନ୍ଧିତ ଖବର