Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କୁଇନଙ୍କୁ କରୋନା ଡର : ଭୟରେ ନିଜକୁ ରୁମରେ ଲକ୍ କଲେ କଙ୍ଗନା

22/03/2020 at 1:25 PM

ମୁମ୍ବାଇ ୨୨/୩: କଙ୍ଗନାଙ୍କ ଇନଷ୍ଟାଗ୍ରାମ୍ ପେଜରେ ତାଙ୍କର ଏକ ଫଟୋ ସେୟାର କରାଯାଇଛି,ଯେଉଁଥିରେ ସେ ସଦଗୁରୁଙ୍କ ଲେଖା ଯାଇଥିବା ପୁସ୍ତକ ‘ଡେଥ୍’ ପଢ଼ୁଥିବାର ନଜର ଆସୁଛନ୍ତି। କଙ୍ଗନା ଏହି ପୁସ୍ତକ ସବୁବେଳେ ଅନ୍ୟମାନଙ୍କୁ ପଢ଼ିବାକୁ ପରାମର୍ଶ ଦିଅନ୍ତି। କଙ୍ଗନା ରଣୌତ ଏବେ ମନାଲିରେ ନିଜ ଘରେ କ୍ବାରେଣ୍ଟାଇନରେ ସମୟ ବିତାଉଛନ୍ତି। ଏଠାରୁ ସେ ନିଜ ପୁତୁରା ପୃଥ୍ବୀରାଜଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି।

ଏହା ବ୍ୟତୀତ କଙ୍ଗନା ସଦଗୁରୁଙ୍କ ଲିଖିତ ଇନର ଇଞ୍ଜିନିୟରିଂ ଏବଂ ମିଷ୍ଟିକ୍ ମ୍ୟୁସିଙ୍ଗସ୍ ମଧ୍ୟ ପଢ଼ିବାକୁ ପରାମର୍ଶ ଦିଅନ୍ତି। କଙ୍ଗନା ଏବେ ପୁତୁରା ପୃଥ୍ବୀରାଜଙ୍କ ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। କଙ୍ଗନା କ୍ବାରେଣ୍ଟାଇନ୍ ଟାଇମ୍ ପୂର୍ବରୁ ଚେନ୍ନାଇରେ ଜୟଲଳିତାଙ୍କ ବାୟୋପିକ୍ ଥଲାଇବିର ସୁଟିଂ କରୁଥିଲେ।

   Related Posts