ଦିଲ୍ଲୀ ଜଗନ୍ନାଥ ମନ୍ଦିର ବୁଲିଲେ ଜଗା

Published By : Prameya-News7 Bureau | November 04, 2018 IST

ଦିଲ୍ଲୀ ୪/୧୧ : ଦିଲ୍ଲୀ ହଜଖସସ୍ଥିତ ଜଗନ୍ନାଥ ମନ୍ଦିର ବୁଲିଲେ ଜଗା । ଆଜି ସକାଳୁ ଜଗା ନିଜ ମାଙ୍କ ସହ ମନ୍ଦିର ବୁଲିବାକୁ ଯାଇଥିଲେ । ମନ୍ଦିର ବୁଲିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହି ଫଟୋରେ ଜଗା ହାତଯୋଡି ଠାକୁରଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । [gallery ids="53804,53805,53806"]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.