Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଙ୍ଗନୱାଡ଼ି କେନ୍ଦ୍ର ଚାଲିବାକୁ ସ୍ଥାୟୀ ଗୃହ ନାହିଁ

22/08/2018 at 5:08 PM

ସରକାର ଗାଁ ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଛନ୍ତି । ହେଲେ କନ୍ଧମାଳ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ର ଚାଲିବାକୁ ସ୍ଥାୟୀ ଗୃହ ନାହିଁ । କେଉଁଠି ସ୍ବାସ୍ଥ୍ୟକେନ୍ଦ୍ରରେ ତ ଆଉ କେଉଁଠି ଗ୍ରାମସେବକଙ୍କ ଘରେ ଚାଲୁଛି ଅଙ୍ଗନାୱାଡ଼ି କେନ୍ଦ୍ର । ପିଲାଙ୍କ ପାଇଁ ରାନ୍ଧିବା, ଖାଇବାକୁ ଦେବାରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଅଙ୍ଗନୱାଡ଼ି ଦିଦି ।

   Related Posts