Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି କରୁଥିଲେ ୨ ସିକ୍ୟୁରିଟି ଗାର୍ଡ, ଧରିଦେଲେ ଗାଁ ଲୋକେ
  • ||
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଭରା ନଇରେ ବାଜିରେ ଜୀବନ, ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ପାର୍ ହେଉଛନ୍ତି ନଦୀ

2/09/2018 at 1:35 AM

ସେପଟେ ପାଣି, ଏପଟେ ଭରା ନଇରେ ବାଜିରେ ଜୀବନ । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ କେତେ କଣ ଯୋଜନା ।ଯାତାୟତରେ ସୁବିଧା ପାଇଁ ରାସ୍ତା, ପୋଲ ହେଉଛି । ତେବେ ବାସ୍ତବ ଚିତ୍ର କିଛି ଅଲଗା । କନ୍ଧମାଳ ଜିଲ୍ଲା ଆଡ଼ିମହା ପଞ୍ଚାୟତ ବାସୀ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ପାର୍ ହେଉଛନ୍ତି ନଦୀ । ଅନେକ ସମୟରେ ଅଘଟଣ ଯୋଗୁଁ ଯାଉଛି ଜୀବନ । କନ୍ଧମାଳ ଜିଲ୍ଲାରୁ ଦେଖିବା ଆମର ଏଇ ରିପୋର୍ଟ ।

   Related Posts