Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ମହାପ୍ରଭୁଙ୍କ ଦୁଆରେ ଫୁଟିଛି ଧଳା କାଞ୍ଚନ, ପର୍ବପର୍ବାଣୀରେ ଠାକୁରଙ୍କୁ କରାଯାଇଥାଏ ଅର୍ପଣ

9/12/2021 at 3:09 PM

ପୁରୀ ୦୯।୧୨: ହସୁଛି କାଞ୍ଚନ ଫୁଲ । ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ନିକଟରେ ଥିବା ସାନଛତା ମଠ ନିକଟରେ ଫୁଟିଛି କାଞ୍ଚନ ଫୁଲ୍‌ । ଯାହାକୁ ଦେଖିବାକୁ ପର୍ଯ୍ୟଟଙ୍କ ଭିଡ ଜମିଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ,  ଏହି କାଞ୍ଚନ ଫୁଲ୍ ମହାପ୍ରଭୁଙ୍କ ଅତି ପ୍ରିୟ ହୋଇଥିାଏ । ଓଡିଆ ପର୍ବପର୍ବାଣୀରେ ସମୟରେ ଠାକୁରଙ୍କ ପାଖରେ ଏହି ଫୁଲକୁ ଲାଗି କରାଯାଇଥାଏ । ଠାକୁରଙ୍କ ନିକଟରେ ଲାଗି ହେବାକୁ ଯାଉଥିବା ପିଠାପଣା ସହିତ ଏହି ଫୁଲକୁ ବ୍ୟବହାର କରାଯାଇଥାଏ ବୋଲି କହିଛନ୍ତି ସାନଛତା ମଠର ସଦସ୍ୟ ।  

   Related Posts