Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ନିର୍ବାଚନ ଜିତିବା ପରେ ବଢ଼ିଲା କମଲା ହ୍ୟାରିସ୍‌ଙ୍କ ପୁସ୍ତକ ବିକ୍ରି

9/11/2020 at 12:03 PM

ଓ୍ବାଶିଙ୍ଗଟନ୍ ୯/୧୧: ନିକଟରେ ଆମେରିକା ନିର୍ବାଚନରେ ବାଇଡେନ୍ ଏବଂ କମଲା ହ୍ୟାରିସ୍ ବିଜୟ ହାସଲ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପରେ କମଲା ହ୍ୟାରିସଙ୍କ ଦ୍ବାରା ଲେଖା ଯାଇଥିବା ଏବଂ ତାଙ୍କ ବିଷୟରେ ଲେଖା ଯାଇଥିବା ପୁସ୍ତକର ବିକ୍ରି ବଢ଼ିଯାଇଛି। ଆମାଜନର ଶୀର୍ଷ ୧୦ଟି ପୁସ୍ତକ ମଧ୍ୟରୁ ୪ଟି ପୁସ୍ତକ ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କ ବିଷୟରେ ଥିଲା।

ଏହି ପୁସ୍ତକରେ ହ୍ୟାରିସ୍ ଦ୍ବାରା ଲେଖାଯାଇଥିବା ଛୋଟପିଲାଙ୍କର ପୁସ୍ତକ ସୁପରହୀରୋସ୍ ଆର୍ ଏଭ୍ରିହ୍ବେୟାର,ତାଙ୍କ ସଂସ୍ମରଣ,ଦ ଟୃଥସ୍ ଓ୍ବି ହୋଲ୍ଡ : ଏନ ଆମେରିକାନ୍ ଜର୍ଣ୍ଣି,ତାଙ୍କ ସମ୍ପର୍କରେ ମୀନା ହ୍ୟାରିସଙ୍କ ଦ୍ବାରା ଲେଖାଯାଇଥିବା ଛୋଟ ପିଲାଙ୍କ ପୁସ୍ତକ କମଲା ଏଣ୍ଡ ମାୟା ବିଗ୍ ଆଇଡିଆ ଏବଂ ନିକ୍କି ଗ୍ରିମ୍ସଙ୍କ ପୁସ୍ତକ କମଲା ହ୍ୟାରିସ୍ : ରୁଟେଡ ଇନ୍ ଜଷ୍ଟିସ୍ ସାମିଲ ରହିଛି। କମଲା ହ୍ୟାରିସ୍ ଆମେରିକାର ପ୍ରଥମ ଅଶ୍ବେତ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି।

   Related Posts