କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଉଦ୍ୟମ, ୫ ଯାଏଁ କାମାକ୍ଷାନଗର ଏନ୍ଏ‌ସି ସଟ୍‌ଡାଉନ୍‌

Published By : Prameya-News7 Bureau | August 03, 2020 IST

କାମାକ୍ଷାନଗର ୦୩।୦୮: କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ବିଭିନ୍ନ ଅଞ୍ଚଳକୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି । ଏହିପ୍ରରିପେକ୍ଷୀରେ ଆଜିଠୁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ସଟଡାଉନ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କାମାକ୍ଷାନଗରକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଢ଼େଙ୍କାନାଳ ଜିଲ୍ଲାପାଳ ।

{"id":309105,"sizeSlug":"large"}

ତେବେ ସଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସର୍ଭେଲାନ୍ସ କରାଯିବ । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ସର୍ଭେଲାନ୍ସ ଟିମ୍  କାମ କରିବ ବୋଲି ଟ୍ବିଟ କରି ସୂଚନା ଦେଇଛି ଢ଼େଙ୍କାନାଳ ଜିଲ୍ଲପ୍ରଶାସନ ।

{"id":309106,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.