କାମାକ୍ଷାନଗର ରାମ ମନ୍ଦିରରୁ ଲୁଟ

Published By : Prameya-News7 Bureau | July 25, 2018 IST

କାମାକ୍ଷାନଗର ମାଳପୁରା ରାମ ମନ୍ଦିରରୁ ଲୁଟ ହୋଇଛି | ଗତକାଲି ବିଳମ୍ବିତ ରାତିରେ ଠାକୁରଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ | ମନ୍ଦିରର ହୁଣ୍ଡୀ ମଧ୍ୟ ଲୁଟି ନେଇଯାଇଛନ୍ତି ଦୁର୍ବୁର୍ତ୍ତ | ମନ୍ଦିରରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୁର୍ତ୍ତ | ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.