Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କଳିଯୁଗର ଅନ୍ତ ଘଟିବାବେଳେ ମନୁଷ୍ୟ କରିବେ ଏପରି ବ୍ୟବହାର : ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

10/07/2019 at 6:46 PM

ବର୍ତ୍ତମାନ ସମୟରେ ଯେଉଁ ଯୁଗ ଚାଲିଛି ତାହାକୁ କଳିଯୁଗ କହନ୍ତି କିନ୍ତୁ କଳିଯୁଗର ଯେବେ ଅନ୍ତ ଘଟିବ ତାହା ବହୁତ ଭୟଙ୍କର ହେବ। ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ କୁହାଯାଇଥିବା ଅନୁସା​‌ରେ କହିବା ଯେ କଳିଯୁଗର ଅନ୍ତ କିପରି ଘଟିବ। କଳିଯୁଗର ଅନ୍ତ ଏତେ ଭୟଙ୍କର ହେବ ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କଳିଯୁଗର ଅନ୍ତ ଚରମ ସୀମାରେ ରହିବ ସେତେବେଳେ ମନୁଷ୍ୟର ଆୟୁ କେବଳ ୨୦ବର୍ଷ ହୋଇଯିବ।

ପଶୁ ପକ୍ଷୀ ଏବଂ ଜୀବଜନ୍ତୁ କେହି ବି ପ୍ରାଣୀ ଜୀବିତ ରହିବେନାହିଁ। ମନୁଷ୍ୟଙ୍କ ଆୟୁ ସେହି ସମୟରେ ବହୁତ କମିଯିବ। ଯେତେବେଳେ କଳିଯୁଗର ଅନ୍ତ ଘଟିବ ସେତେବେଳେ ମଣିଷ ଶୂଦ୍ର ଭଳି ବ୍ୟବହାର କରିବ। ପୃଥିବୀ ପୃଷ୍ଠରେ ବହୁତ କମ୍ ବର୍ଷା ହେବ ଏବଂ ବହୁତ ଝଡ଼ ହେବ। ସେତେବେଳେ ପୃଥିବୀର ତାପମାତ୍ରା ଏତେ ବଢ଼ିଯିବ ଯେ ଲୋକେ ନିଜ ଘରେ ନୁହେଁ ବରଂ ପୃଥିବୀକୁ ଖୋଳି  ଭିତରେ ବାସ କରିବେ।

ଏହି ପୃଥିବୀର ବିନାଶ ପ୍ରଳୟ କାରଣୁ ହେବ ନାହିଁ ବରଂ ଗ୍ରୀଷ୍ମତାପ ଯୋଗୁଁ ହେବ। ଲୋକେ ତାପମାତ୍ରାକୁ ସହି ପାରିବେ ନାହିଁ। କେବଳ ୫ବର୍ଷ ବୟସରୁ ମହିଳା ଗର୍ଭବତୀ ହେବାକୁ ଲାଗିବେ । ୧୬ବର୍ଷ ବୟସରେ ଲୋକେ ବୁଢ଼ା ହୋଇଯିବେ ଏବଂ ୨୦ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯିବ।

   Related Posts