Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଏଭେରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ମରଶରୀର ପହଞ୍ଚିଲା କାଠମାଣ୍ଡୁ ବେସ୍ କ୍ୟାମ୍ପରେ, ଜୁନ୍ ୧ରେ ପହଞ୍ଚିବ ଓଡିଶା

30/05/2019 at 3:08 PM

ଭୁବନେଶ୍ବର ୩୦|୫: ଏଭେରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ମରଶରୀର ଠାବ ହେବା ପରେ କାଲି ବେସ୍ କ୍ୟାମ୍ପ ୨କୁ ଅଣାଯାଇଥିଲା । ସେଠାରେ ପ।ଗ ଖରାପ ହେବା ଯେ।ଗୁଁ ଗତକାଲି ତଳକୁ ଆଣିବା ସମ୍ଭବ ହେଇପାରି ନଥିଲା । ସେରପାଙ୍କ କହିବା ମୁତାବକ ମରଶରୀରରେ ବିଶେଷ କ୍ଷୟକ୍ଷତି ହେ।ଇ ନଥିବାବେଳେ ଆଜି ଦିନ ୧୨ଟା ୩୦ ମିନିଟ୍‌ରେ କାଠମାଣ୍ଡୁ ବେସ୍ କ୍ୟାମ୍ପକୁ ମରଶରୀର ଅଣାଯାଇଛି ।

ଏହାପରେ ନେପାଳ ଆମ୍ବାସି ଓ ଭାରତୀୟ ଆମ୍ବାସି ମଧ୍ୟରେ ଅଫିସିଆଲ କାଯ୍ୟକ୍ରମ ପରେ ମରଶରୀରକୁ ହସ୍ତାନ୍ତର କରାଯିବ ବେ।ଲି କ୍ରୀଡା ବିଭାଗ ପକ୍ଷରୁ ସୂଚନା ମିଳିଛି । ମରଶରୀର ୧ ଜୁନ୍ କିମ୍ବା ୨ ରେ ଭୁବନେଶ୍ବରରେ ପହଁଚିବ ବେ।ଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରୁଥିବାବେଳେ କୌଣସି କାରଣ ବଶତଃ କଳ୍ପନା ଦାଶଙ୍କ ମୃତ୍ୟୁ ହୋଇଥିଲା । କଳ୍ପନାଙ୍କ ଘର ଢେଙ୍କାନାଳରେ ।

   Related Posts