ଏଭେରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ମରଶରୀର ପହଞ୍ଚିଲା କାଠମାଣ୍ଡୁ ବେସ୍ କ୍ୟାମ୍ପରେ, ଜୁନ୍ ୧ରେ ପହଞ୍ଚିବ ଓଡିଶା

Published By : Prameya-News7 Bureau | May 30, 2019 IST

ଭୁବନେଶ୍ବର ୩୦|୫: ଏଭେରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ମରଶରୀର ଠାବ ହେବା ପରେ କାଲି ବେସ୍ କ୍ୟାମ୍ପ ୨କୁ ଅଣାଯାଇଥିଲା । ସେଠାରେ ପ।ଗ ଖରାପ ହେବା ଯେ।ଗୁଁ ଗତକାଲି ତଳକୁ ଆଣିବା ସମ୍ଭବ ହେଇପାରି ନଥିଲା । ସେରପାଙ୍କ କହିବା ମୁତାବକ ମରଶରୀରରେ ବିଶେଷ କ୍ଷୟକ୍ଷତି ହେ।ଇ ନଥିବାବେଳେ ଆଜି ଦିନ ୧୨ଟା ୩୦ ମିନିଟ୍‌ରେ କାଠମାଣ୍ଡୁ ବେସ୍ କ୍ୟାମ୍ପକୁ ମରଶରୀର ଅଣାଯାଇଛି ।

ଏହାପରେ ନେପାଳ ଆମ୍ବାସି ଓ ଭାରତୀୟ ଆମ୍ବାସି ମଧ୍ୟରେ ଅଫିସିଆଲ କାଯ୍ୟକ୍ରମ ପରେ ମରଶରୀରକୁ ହସ୍ତାନ୍ତର କରାଯିବ ବେ।ଲି କ୍ରୀଡା ବିଭାଗ ପକ୍ଷରୁ ସୂଚନା ମିଳିଛି । ମରଶରୀର ୧ ଜୁନ୍ କିମ୍ବା ୨ ରେ ଭୁବନେଶ୍ବରରେ ପହଁଚିବ ବେ।ଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରୁଥିବାବେଳେ କୌଣସି କାରଣ ବଶତଃ କଳ୍ପନା ଦାଶଙ୍କ ମୃତ୍ୟୁ ହୋଇଥିଲା । କଳ୍ପନାଙ୍କ ଘର ଢେଙ୍କାନାଳରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.