Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବିଧାୟକଙ୍କୁ ଲାଗିଲେ କାଳିସୀ!

5/01/2020 at 7:00 PM

ଅନଗୁଳ/ଆଠମଲ୍ଲିକ:- ଆଠମଲ୍ଲିକ ବିଧାୟକ ରମେଶ ସାଏ କାଳିସୀ ଲାଗିଲେ। ରବିବାରରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଠମଲ୍ଲିକର ଆମ୍ବସର ମୁଣ୍ଡା ନିକଟରେ।

ଗାଁରେ ଶାମ୍ବଦଶମୀ ପୂଜା ଚାଲିଥିବା ବେଳେ କଳସୀ ଯାତ୍ରା ହୋଇଥିଲା। ଏହି ଉତ୍ସବ ରେ ବିଧାୟକ ଯୋଗ ଦେବାକୁ ଯାଇଥିଲେ। ପୂଜା ସମୟରେ ଢୋଲ ଏବଂ ଝାଞ୍ଜ ବାଜିଲା ପରେ ବିଧାୟକଙ୍କ ଦେହରେ କାଳିସୀ ସବାର ହୋଇଥିଲା। ତାଙ୍କ ହାତରେ ଥିଲା ଏକ ଖଣ୍ଡା। ଲୋକମାନେ ତାଙ୍କୁ ପୂଜା ଅର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ସମସ୍ତେ ତାଙ୍କର ଆଶୀଷ ନେଉଥିବା ଦେଖିବାକୁ ମିଳିଛି। ଏପରି ପ୍ରାୟ ଏକ ଘଣ୍ଟା ତାଙ୍କ ଦେହରେ କାଳିସୀ ସବାର ହୋଇଥିଲା। ତେବେ ବିଧାୟକ ରମେଶ ସାଏ ଆଗରୁ ନିଜେ ଜମିରେ ଟ୍ରାକ୍ଟର ରେ ଚାଷ ସହ ଧାନ ରୋଇବା ଆଉ ପୋଖରୀରେ ମାଛ ମାରିବା ନେଇ ଚର୍ଚ୍ଚାରେ ଥିବା ବେଳେ ପୁଣି ଥରେ ଏପରି ଅବତାର ସମସ୍ତଙ୍କୁ ଚକିତ କରିଛି।

   Related Posts