ଜମି ଦୁର୍ନୀତି ମାମଲାରେ ଛନ୍ଦି ହେଲେ ତହସିଲ୍‌ଦାର, ଚାକିରୀରୁ ନିଲମ୍ୱିତ

Published By : Prameya-News7 Bureau | May 06, 2021 IST

କାଲିମେଳା, ୦୬/୦୫: ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଏବେ ଜଣେ ତହସିଲ୍‌ଦାର ନିଲମ୍ୱନ ହୋଇଛନ୍ତି । କାଲିମେଳା ତହସିଲ୍‌ଦାର ଆଲୋକ ଅନୁଗୁଳିଆଙ୍କୁ ଏଥିପାଇଁ ନିଲମ୍ୱନ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପୂର୍ବରୁ ତହସିଲ୍‌ଦାର ଆଲୋକଙ୍କ ବିରୋଧରେ ଜମି ମାମଲାରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରାଯାଇ ତାଙ୍କୁ ଚାକିରୀରୁ ନିଲମ୍ୱନ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.