Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆସନ୍ତା ୨୬ରୁ ରାଜ୍ୟରେ କାଳବୈଶାଖୀ

24/03/2019 at 4:06 PM

ଭୁବନେଶ୍ବର ୨୪|୩ :  ଆସନ୍ତା ୨୬ ଓ୨୭ ତାରିଖ ଦୁଇ ଦିନ ପାଇଁ ଦକ୍ଷିଣ-ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ବିଶେଷ ସତର୍କ କରାଯାଇଛି । ରାଜ୍ୟରେ  କିଛି ସ୍ଥାନରେ କାଳବୈଶାଖୀ ଜାରି ରହିଛି । ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଥିବାବେଳେ, ସାମୁଦ୍ରିକ ପବନ ବନ୍ଦ ହୋଇଯାଇଛି । ଫଳରେ କିଛି ଦିନ ଗରମ ଅନୁଭୂତ ହେଇଛି । ଆଗକୁ ମଧ୍ୟ  ତାପମାତ୍ରା ୨ରୁ ୩ଡିଗ୍ରୀ ଉପରେ  ରହିବ । କିଛି ସ୍ଥାନରେ ପାରଦ ୪୦ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଥିବାବେଳେ ଭୁବନେଶ୍ବରରେ ପାରଦ ୩୯ ଡ଼ିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

   Related Posts