Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଡଙ୍ଗାପଟ୍ଟା ଗାଁରେ ଅଜଣା ଜନ୍ତୁ ଆତଙ୍କ, ନେଲାଣି ୧୯ ମେଣ୍ଡା ଜୀବନ

7/02/2020 at 3:38 PM

କଳାହାଣ୍ଡି ୦୭।୦୨: କଳାହାଣ୍ଡିରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି । ଅଜଣା ଜନ୍ତୁ ଆକ୍ରମଣରେ ୧୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ଥିବା ଜଣାପଡିଛି । ମେଣ୍ଢାମାନଙ୍କ କାନ ଓ ବେକରେ କ୍ଷତ ଚିହ୍ନ ରହିଛି । ସ୍ଥାନୀୟଅଞ୍ଚଳରେ ଆଥଙ୍କ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଡଙ୍ଗାପଟ୍ଟା ଗାଁରେ ଅଜଣା ଜନ୍ତୁଙ୍କ ଆତଙ୍କ ଦେଖାଦେଇଛି । ଗୁରୁବାର ବିଳମ୍ବିତ ଗାଁର କୌଳାଶ ମାଝୀ ନାମକ ଜଣେ ବ୍ୟକ୍ତି ଖାଇ ଶୋଇବା ପାଇ ଯାଇଥିଲେ । କିନ୍ତୁ ସକାଳୁ ଉଠି ଦେଖନ୍ତି , ତାଙ୍କ ଗୁହାଳରେ ବନ୍ଧାହୋଇଥିବା ମେଣ୍ଢାମାନଙ୍କ ମଧ୍ୟରୁ କିଛି ମେଣ୍ଢା ମୃତ୍ୟୁବରଣ କରିଛନ୍ତି । ତେବେ ଅଜଣା ଜନ୍ତୁ ଆକ୍ରମଣରେ ଅନେକ ମେଣ୍ଢା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

   Related Posts