ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ସ୍ୱାୟତ୍ତ ଶାସନ ଦିବସ ଅବସରରେ କେରଳ ପୀଡ଼ିତାଙ୍କୁ ରିଲିଫ ପ୍ରଦାନ କଲେ କଳାହାଣ୍ଡିବାସୀ

31/08/2018 at 3:12 AM

କଳାହାଣ୍ଡି ୩୧/୮ : ଚଳିତ ସ୍ୱାୟତ୍ତ ଶାସନ ଦିବସକୁ ନିରାଡ଼ମ୍ବର ଭାବେ ଆୟୋଜନ କରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି | କେସିଙ୍ଗା ଏନଏସି ପକ୍ଷରୁ ସମାରୋହର ବ୍ୟୟ ଆଟକଳ ୫୦ ହଜାର ଟଙ୍କାକୁ କେରଳ ପୀଡିତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । କେସିଙ୍ଗା ଏନଏସିର ନିର୍ବ।ଚିତ ପ୍ରତିନିଧି ଓ କର୍ମଚାରୀଙ୍କ ମିଳିତ ପ୍ରୟାସକୁ ସ୍ୱାଗତ କରାଯାଇଛି | ଏଭଳି ପ୍ରୟାସକୁ ବିଭିନ୍ନ ବର୍ଗ ସ୍ବାଗତ କରିଥିବା ବେଳେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହେବ ବୋଲି ମତ ପ୍ରକାଶ ପାଇଛି । ସେହିପରି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭବାନୀପାଟଣା ପୌରପରିଷଦର କର୍ମଚାରୀ ଦିନକର ଦରମା ଟଙ୍କା ୧ ଲକ୍ଷ ଟଙ୍କା କେରଳ ବନ୍ୟା ପୀଡିତଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

   Related Posts