ଲାଞ୍ଚ ନେଇ ଗିରଫ ହେଲେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ

Published By : Prameya-News7 Bureau | March 17, 2020 IST

କଳାହାଣ୍ଡି ୧୭।୩: କଳାହାଣ୍ଡିରେ ଶ୍ରମିକ ଠିକାଦାରଙ୍କ ଲାଇସେନ୍ସ ନବୀକରଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବାରେ ସଂପୃକ୍ତି ଅଭିଯୋଗରେ ଜିଲ୍ଲା ଶ୍ରମ ଅଧିକାରୀ ଗିରଫ । ଶ୍ରମ ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୂର୍ବରୁ ଏହି ମାମଲାରେ ସହରାଞ୍ଚଳ ଶ୍ରମିକ ନୀରିକ୍ଷକ ଜୟନ୍ତ ପଣ୍ଡା ଗିରଫ ହୋଇଛନ୍ତି ।

{"id":239502,"sizeSlug":"large"}

ଗତକାଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଡାକ୍ତର ତରାଇ ନାମକ ଶ୍ରମିକ ଠିକାଦାରଙ୍କଠାରୁ ଲାଇସେନ୍ସ ନବୀକରଣ ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.