Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

୪୮ ଘଣ୍ଟାର ଲଗାଣ ବର୍ଷ। ପରେ କଳାହାଣ୍ଡିରେ ସୁଧୁରିଛି ସ୍ଥିତି ; ଲାଞ୍ଜିଗଡ଼ ଓ ଥୁଆମୁଲ ରାମପୁରକୁ ଯୋଗାଯୋଗ ବିଛିନ୍ନ

17/07/2018 at 7:20 AM

୪୮ ଘଣ୍ଟାର ଲଗାଣ ବର୍ଷ। ବିତ୍ପାତ ପରେ ଗତକାଲି ରାତି ଠାରୁ ଜିଲ୍ଲାର ୧୩ ଗୋଟି ବ୍ଲକ ରେ ବର୍ଷ। ଛାଡିଛି । ପରିସ୍ଥିତି ସାମାନ୍ୟ ହେବାକୁ ଯାଉଛି । ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ଉଦ’ୀ ନଦୀ କୁଳ ରେ ନିର୍ମ।ଣଧୀନ ମେଗା ଉଠାଜଳ ସେଚନ ପ୍ରକଳ୍ପ ରେ ନିୟୋଜିତ ୧୪ ଶ୍ରମିକକୁ ବନ୍ୟା ଜଳ ରୁ ଓଡ୍ରାଫ ଟିମ ଉଦ୍ଦାର କରିଛି । ଗତ ୧୫ ତାରିଖ ବଂଶଧାରା ବନ୍ୟା ଜଳ ରେ ଭାସି ଯାଇଥିବା ଲାଞିଗଡ ଡଗଂରପତଲିମା ଗାଁ ର କାଲିଆ ମାଝୀଙ୍କ ମୃତ ଦେହ ଉଦ୍ଦାର ହୋଇଛି । ଭବାନୀପାଟଣା.ଜୁନାଗଡ .ଧର୍ମଗଡ ସହର ର ବିଭିନ୍ନ ଓ।ର୍ଡ ର ଘର ଗୁଡିକ ରେ ପସିଥିବା ପାଣି କମିଛି । ଲାଞିଗଡ ଓ ଥୁଆମୁଳ-ରାମପୁର ବ୍ଲକ ର ବିଭିନ୍ନ ଆର.ଡି ରାସ୍ତା ଧୋଇ ଯିବାରୁ ସଡକ ପଥ ଯୋଗାଯୋଗ ବିଚ୍ଚନ୍ନ ରହିଛି । ଜାତୀୟ ରାଜପଥ-୫୯ ମଦନପୁର-ରାମପୁର ଠାରେ ଏପ୍ରୋଚ ରୋଡ ଧୋଇ ଯିବାରୁ ଯୋଗାଯୋଗ ବିଚ୍ଚନ୍ନ ରହିଥିଲା । ତାକୁ ସଜଡା ଯାଇ ଯାତାୟତ ସ୍ବାଭାବିକ ରହିଛି । ହଲେ ବର୍ଷ। ବିପ୍ତ୍।ତ ମଧ୍ୟ ରେ ସବୁଠାରୁ ଖୁସୀ ଖବର ଜିଲ୍ଲା ରେ ଆଟକି ରହିଥିବା ଚାଷ କାମ ଜୋର ସୋର ରେ ଆରମ୍ଭ ହୋଇଛି । ବିଭିନ୍ନ ନଦୀ ର ଜଳପତନ ବିପଦସଂକୁଳ ଚିହ୍ନ ଠାରୁ କମ ରେ ପ୍ରଭାହିତ ହେଉଛି ।

   Related Posts