୪୮ ଘଣ୍ଟାର ଲଗାଣ ବର୍ଷ। ପରେ କଳାହାଣ୍ଡିରେ ସୁଧୁରିଛି ସ୍ଥିତି ; ଲାଞ୍ଜିଗଡ଼ ଓ ଥୁଆମୁଲ ରାମପୁରକୁ ଯୋଗାଯୋଗ ବିଛିନ୍ନ

Published By : Prameya-News7 Bureau | July 17, 2018 IST

୪୮ ଘଣ୍ଟାର ଲଗାଣ ବର୍ଷ। ବିତ୍ପାତ ପରେ ଗତକାଲି ରାତି ଠାରୁ ଜିଲ୍ଲାର ୧୩ ଗୋଟି ବ୍ଲକ ରେ ବର୍ଷ। ଛାଡିଛି । ପରିସ୍ଥିତି ସାମାନ୍ୟ ହେବାକୁ ଯାଉଛି । ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ଉଦ’ୀ ନଦୀ କୁଳ ରେ ନିର୍ମ।ଣଧୀନ ମେଗା ଉଠାଜଳ ସେଚନ ପ୍ରକଳ୍ପ ରେ ନିୟୋଜିତ ୧୪ ଶ୍ରମିକକୁ ବନ୍ୟା ଜଳ ରୁ ଓଡ୍ରାଫ ଟିମ ଉଦ୍ଦାର କରିଛି । ଗତ ୧୫ ତାରିଖ ବଂଶଧାରା ବନ୍ୟା ଜଳ ରେ ଭାସି ଯାଇଥିବା ଲାଞିଗଡ ଡଗଂରପତଲିମା ଗାଁ ର କାଲିଆ ମାଝୀଙ୍କ ମୃତ ଦେହ ଉଦ୍ଦାର ହୋଇଛି । ଭବାନୀପାଟଣା.ଜୁନାଗଡ .ଧର୍ମଗଡ ସହର ର ବିଭିନ୍ନ ଓ।ର୍ଡ ର ଘର ଗୁଡିକ ରେ ପସିଥିବା ପାଣି କମିଛି । ଲାଞିଗଡ ଓ ଥୁଆମୁଳ-ରାମପୁର ବ୍ଲକ ର ବିଭିନ୍ନ ଆର.ଡି ରାସ୍ତା ଧୋଇ ଯିବାରୁ ସଡକ ପଥ ଯୋଗାଯୋଗ ବିଚ୍ଚନ୍ନ ରହିଛି । ଜାତୀୟ ରାଜପଥ-୫୯ ମଦନପୁର-ରାମପୁର ଠାରେ ଏପ୍ରୋଚ ରୋଡ ଧୋଇ ଯିବାରୁ ଯୋଗାଯୋଗ ବିଚ୍ଚନ୍ନ ରହିଥିଲା । ତାକୁ ସଜଡା ଯାଇ ଯାତାୟତ ସ୍ବାଭାବିକ ରହିଛି । ହଲେ ବର୍ଷ। ବିପ୍ତ୍।ତ ମଧ୍ୟ ରେ ସବୁଠାରୁ ଖୁସୀ ଖବର ଜିଲ୍ଲା ରେ ଆଟକି ରହିଥିବା ଚାଷ କାମ ଜୋର ସୋର ରେ ଆରମ୍ଭ ହୋଇଛି । ବିଭିନ୍ନ ନଦୀ ର ଜଳପତନ ବିପଦସଂକୁଳ ଚିହ୍ନ ଠାରୁ କମ ରେ ପ୍ରଭାହିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.