ଦୀର୍ଘ ୫ ବର୍ଷ ଧରି ନାବାଳିକା ଝିଆରୀ ସହ ଦୁଷ୍କର୍ମ: ସଂପର୍କୀୟ କକାକୁ ବାନ୍ଧିଲା ପୋଲିସ୍

Published By : Prameya-News7 Bureau | October 28, 2020 IST

ରାଇରଙ୍ଗପୁର୨୮/୧୦: ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସଂପର୍କୀୟ ନାବାଳିକା ଝିଆରୀଙ୍କ ସହ କକା କରି ଆସୁଥିଲେ ଦୁଷ୍କର୍ମ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଏଭଳି ଲଜ୍ଜ୍ୟା ଘଟଣା ଘଟିଛି।

{"id":352429,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ଜାମଦା ଥାନା ଅଞ୍ଚଳର ଜଣେ ନାବାଳିକା ଝିଆରୀ ସଂପର୍କୀୟ କକା ଦ୍ବାରା ୫ ବର୍ଷ ଧରି ଦୁଷ୍କର୍ମ ହେଇ ଆସୁଥିଲେ। କାହା ପାଖରେ କହିଲେ, ଜୀବନରୁ ମାରି ଦେବା ପାଇଁ ମଧ୍ୟ କକା ଧମକ ଦେଉଥିଲା। ଅଭିଯୁକ୍ତ ଅର୍ଜୁନ କଳାହକୁ ଆଜି ପୋଳିସ୍ ଗିରଫ କରିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସଂପର୍କୀୟ କକା ଅର୍ଜୁନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.