Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

କାଦର ଖାନଙ୍କ ପୁଅ ଆଜିର ବଳିଉଡ ସୁପର ଷ୍ଟାର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

27/12/2018 at 5:24 PM

କାଦର ଖାନ ଜଣେ ବରିଷ୍ଠ ଅଭିନେତା ଥିଲେ। ତାଙ୍କ ଅଭିନୟ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା । ସେ ଏକାଧାରରେ ଅଭିନେତା, ନିର୍ଦ୍ଦେଶକ ଏବଂ ସଂଳାପ ଲେଖକ ଥିଲେ ।  ସେ ଖୁବ ଅନୁଭବୀ କଳାକାର ଥିଲେ। ତାଙ୍କ ମନକିଣା ଅଭିନୟ ଲୋକଙ୍କୁ ହସାଏ, କନ୍ଦାଏ, ରଗାଏ। କିନ୍ତୁ ତାଙ୍କ ପୁଅ ମଧ୍ୟ ବଲିଉଡରେ କାମ କରନ୍ତି ଯାହା ଅନେକ ଲୋକ ଜାଣିନଥିବେ।

କାଦର ଖାନଙ୍କ ପୁଅଙ୍କ ନାଁ ସରଫରାଜ ଖାନ। ପାଠପଢା ସରିଲା ପରେ ସରଫରାଜ ଅଭିନୟ ଓ ଫିଲ୍ମ ଜଗତରେ ପାଦ ରଖିବାକୁ ଚାହିଁଲେ। କିନ୍ତୁ  କାଦର ଖାନ ଏହା ଚାହୁଁନଥିଲେ। ଅଭିନୟକୁ ପୁ୍ଅ କ୍ୟାରିଅର କରିବା ବିଷୟରେ ଶୁଣି କାଦର ଖାନ ରାଗିଥିଲେ ଓ ତୁରନ୍ତ ମନା କରିଥିଲେ। କାଦର ଖାନ ଚାହୁଁଲଥିଲେ ତାଙ୍କ ପୁଅମାନେ କୌଣସି କଷ୍ଟର ସାମ୍ନା ନକରନ୍ତୁ। ସେ ତାଙ୍କ ପୁଅମାନଙ୍କୁ ଅଭିନୟ ଜଗତରୁ ଦୁରେଇ ରଖିବାକୁ ଚାହୁଁଥିଲେ।

ବାପାଙ୍କ କଥା ଅମାନିଆ ହୋଇ ସେ ନିଜକୁ ପ୍ରମାଣ କରିବାକୁ ଚାହୁଁଥିଲେ। କାଦର ଖାନଙ୍କ ବାରବାଂର ମନା ସତ୍ୱେ ସେ ନିଜ ପରିଶ୍ରମରେ କିଛି ଫିଲ୍ମରେ କାମ ମଧ୍ୟ କରିଥିଲେ। ସଲମାନ ଖାନଙ୍କ ୨ଟି ସୁପରହିଟ ଚଳଚ୍ଚିତ୍ର ତେରେ ନାମ ଓ ୱାନଟେଡରେ ସଲମାନଙ୍କ ବନ୍ଧୁର ଭୂମିକା ନିର୍ବାହ କରିଥିଲେ। ଏହା ଛଡା ସେ ଅନେକ ଚଳଚ୍ଚିତ୍ରରେ ପାର୍ଶ୍ୱ ଓ ମୁଖ୍ୟ ପାର୍ଶ୍ୱ ଅଭିନେତା ଭାବରେ ଅଭିନୟ କରିଛନ୍ତି।      

   Related Posts