Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଝିଅର କୁଣ୍ଡଳୀ ଖୋଲିବ ଜୀବନ ସାଥିର ରହସ୍ୟ ! ଦେଖନ୍ତୁ ଭିଡିଓ

13/07/2021 at 12:13 PM

ନୂଆଦିଲ୍ଲୀ ୧୩/୦୭ : ପ୍ରତ୍ୟେକ ବାପା-ମା ନିଜ ଝିଅର ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । ତାଙ୍କର ଏକମାତ୍ର ଇଚ୍ଛା ରହିଥାଏ, ବିବାହ ପରେ ତାଙ୍କ ଝିଅ ଏକ ଭଲ ପରିବାର, ଭଲ ଜୀବନସାଥୀ ପାଆନ୍ତୁ ଏବଂ ତାଙ୍କ ପରିବାରର ପରିବେଶ ସର୍ବଦା ଭଲ ରହୁ । ଯାହାଫଳରେ ତାଙ୍କ ଝିଅକୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ।

ଯଦି ଆପଣଙ୍କ ଝଅ ବିବାହ ଯୋଗ୍ୟ ହୋଇଛନ୍ତି ଏବଂ ଆପଣ ତାଙ୍କ ବିବାହ ପାଇଁ ଚିନ୍ତିତ ରହୁଛନ୍ତି, ତେବେ ଆଜିର କାଳଚକ୍ର ଦେଖିବା ପରେ ଆପଣଙ୍କ ସମସ୍ୟା ଦୁର ହୋଇଯିବ, କାରଣ ଏଥିରେ ଆପଣ ଝିଅର କୁଣ୍ଡଳୀ ଦେଖି ତାଙ୍କର ବିବାହ ତାରିଖ, ତାଙ୍କ ଜୀବନ ସାଥି ଏବଂ ଶାଶୁଘର ବିଷୟରେ ଜାଣି ପାରିବେ ।  ତେଣୁ ଆପଣଙ୍କ ଝିଅର କୁଣ୍ଡଳୀ ଉପେ ଧ୍ୟାନ ଦିଅନ୍ତୁ ଏବଂ ଏହି ଭିଡିଓକୁ ଭଲଭାବେ ଦେଖନ୍ତୁ ।

   Related Posts