Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ରାହୁକାଳ ଯୋଗୁଁ ଅଟକିଲେ ସିନ୍ଧିଆ,ଦେଢ଼ଘଣ୍ଟା ପରେ ବିଜେପି ଅଫିସକୁ ଆସି ଧରିଲେ ପଦ୍ମ

11/03/2020 at 2:26 PM

ନୂଆଦିଲ୍ଲୀ ୧୧/୩: କଂଗ୍ରେସ୍ ଛାଡ଼ି ବିଜେପିରେ ମିଶିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଛି ଏହି ସାମିଲ ପର୍ବର ଉତ୍ସବ। କିନ୍ତୁ କାହିଁକି ଘୋଷଣା ପରେ ବି ଆନୁଷ୍ଠାନିକ ଭାବେ ପଦ୍ମ ଧରିବାରେ ଡେରି କଲେ ସିନ୍ଧିଆ ?

ଗତକାଲି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାପା ମାଧବରାଓ ସିନ୍ଧିଆଙ୍କ ଜନ୍ମଦିନ ଥିଲା। ବାପାଙ୍କ ଜନ୍ମଦିନ ଉପଲକ୍ଷେ ସିନ୍ଧିଆ ବିଜେପିରେ ଯୋଗଦାନ କରିବାର ଥିଲା। କିନ୍ତୁ ଗତକାଲି ବିଜେପି ବୈଠକ ଥିବାରୁ ଆଜି ଜ୍ୟୋତିରାଦିତ୍ୟ ବିଜେପି ମଙ୍ଗ ଧରିଛନ୍ତି। ତାଙ୍କର ଜ୍ୟୋତିଷ ଉପରେ ଅଗାଢ଼ ବିଶ୍ବାସ ରହିଛି। ସେଥିପାଇଁ ୧୨ଟା ବାଜି ୩୧ମିନିଟରୁ ଦ୍ବିପ୍ରହର ୨ଟା ବାଜି ୧ମିନିଟ୍ ଯାଏଁ ରାହୁକାଳ ରହିବା ଯୋଗୁଁ ଜ୍ୟୋତିଷଙ୍କ ପରାମର୍ଶରେ ସେ ଏହା କଟିଯିବା ପରେ ବିଜେପିରେ ଯୋଗ ଦେଇଛନ୍ତି।

   Related Posts