ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କରିବେ ଜଷ୍ଟିସ ରଘୁବୀର ଦାସ
Published By : Prameya-News7 Bureau | June 15, 2018 IST
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଆଜିଠାରୁ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ଆରମ୍ଭ
ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଶନ ଗତକାଲି ତଦନ୍ତ ନେଇ ବିଜ୍ଞପ୍ତି ଜାରି କରିଥିଲା
ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବେ କମିଶନ