Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||
  • ସୋନପୁର : ସାମାନ୍ୟ ପାଟିତୁଣ୍ଡରୁ ହତ୍ୟା, ବାପାକୁ ମାରି ପୋତିଦେଲା ପୁଅ !
  • ||
  • ଝାରସୁଗୁଡା : ପରିବାରର ୪ ଜଣଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ
  • ||
  • ପୁଣି ଲଜ୍ଜା : ଯୁବତୀଙ୍କୁ କାମ କରିବାକୁ ଡାକିନେଇ ଗଣଦୁଷ୍କର୍ମ, ଥାନାରେ ଏତଲା ଦେଲେ ପୀଡିତା
  • ||
  • ଅପରେସନ୍ ଗ୍ରୀନ୍ କ୍ଲିନ୍ : ୨୦ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ
  • ||

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ; ରିପୋର୍ଟ ଦାଖଲ କଲେ ଜଷ୍ଟିସ୍ ରଘୁବୀର ଦାସ କମିଶନ

1/12/2018 at 9:59 AM

ପୁରୀ ୦୧|୧୨:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିଛନ୍ତି ଜଷ୍ଟିସ୍ ରଘୁବୀର ଦାସ କମିଶନ । ମୋଟ୍ ୩୨୪ ପୃଷ୍ଠାର ରିପୋର୍ଟ ଦାଖଲ କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ଅବଧି ପୂର୍ବରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଥିବା କହିଛନ୍ତି କମିଶନଙ୍କ ସଚିବ । ତଦନ୍ତ ସମୟରେ ମୋଟ୍ ୧୦ଟି ଆଫିଡେଫିଟ୍ ଗ୍ରହଣ କରାଯାଇଥିବା ବେଳେ, ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

   Related Posts