ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ; ରିପୋର୍ଟ ଦାଖଲ କଲେ ଜଷ୍ଟିସ୍ ରଘୁବୀର ଦାସ କମିଶନ
1/12/2018 at 9:59 AM

ପୁରୀ ୦୧|୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିଛନ୍ତି ଜଷ୍ଟିସ୍ ରଘୁବୀର ଦାସ କମିଶନ । ମୋଟ୍ ୩୨୪ ପୃଷ୍ଠାର ରିପୋର୍ଟ ଦାଖଲ କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ଅବଧି ପୂର୍ବରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଥିବା କହିଛନ୍ତି କମିଶନଙ୍କ ସଚିବ । ତଦନ୍ତ ସମୟରେ ମୋଟ୍ ୧୦ଟି ଆଫିଡେଫିଟ୍ ଗ୍ରହଣ କରାଯାଇଥିବା ବେଳେ, ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।
Related Posts
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021
ସୀମାନ୍ତରେ ଏନ୍କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
19 January 2021