ଆବସରପ୍ରାପ୍ତ ବିଚାରପତି ମାର୍କଣ୍ଡେୟ କାଟ୍‌ଜୁଙ୍କ ବାଚାଳାମି : 9pm Discussion (08.12.2018)

Published By : Prameya-News7 Bureau | December 09, 2018 IST

ଆଜିର ବିତର୍କ - କାଟ୍‌ଜୁଙ୍କ ବାଚାଳାମି ।
ଓଡ଼ିଶା ଓ ଓଡ଼ିଆଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ସାବାଡ଼ ହେଲେ ଅଭିଜିତ ଆୟାର ମାତ୍ର । ୪୩ ଦିନ ଜେଲରେ ରହିବା ପରେ ବାହାରିଲେ । ହେଲେ ଅବସର ବିଚାରପତି ମାର୍କଣ୍ଡେୟ କାଟ୍‌ଜୁ କଟୁ ମନ୍ତବ୍ୟ ଦେଉଛନ୍ତି ଏବଂ ଏହାର ପ୍ରତିବାଦ ହେଉଛି । କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପୁଣି ଟ୍ୱିଇଟ୍ କରି ଓଡ଼ିଶାବାସୀ ଏବଂ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଚ୍ୟାଲେଞ୍ଜ କରିଛନ୍ତି । କାଟ୍‌ଜୁ ପଚାରିଛନ୍ତି କେବେ ମୋତେ ଜେଲ ହାଜତରେ ଭର୍ତ୍ତି କରିବ, ମାନେ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଚ୍ୟାଲେଞ୍ଜ କରିଛନ୍ତି ଏହି ଅବସରପ୍ରାପ୍ତ ବିଚାରପତି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.