Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ମାର୍ଚ୍ଚ ୧୪-୧୫ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୁମରାହ: ଗୋଆରେ ନେବେ ୭ ଫେରା

9/03/2021 at 11:49 AM

ନୂଆଦିଲ୍ଲୀ ୦୯/୦୩ : ଟିମ୍ ଇଣ୍ଡିଆର ସ୍ପିଡ୍ ବୋଲର୍ ଯଶପ୍ରୀତ ବୁମରାହ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେଥିପାଇଁ ସେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ୭ ଓ ଟି-୨୦ ସିରିଜରୁ ଛୁଟି ନେଇଛନ୍ତି। ଟିମ୍ ଇଣ୍ଡିଆର ସ୍ପିଡ୍ ବୋଲର୍ ଯଶପ୍ରୀତ ବୁମରାହ କାହାକୁ ବାହା ହେଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କ ମନରେ। ତେବେ ସେ କାହାକୁ ବିବାହ କରୁଛନ୍ତି ତାହା ପ୍ରଶଂସକ ବୋଧହୁଏ ଜାଣିନଥିବେ। ସୋସିଆଲ୍ ମିଡ଼ିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମାର୍ଚ୍ଚ ୧୪-୧୫ ତାରିଖରେ ବୁମରାହ ବିବାହ କରିବେ। ସେ ଗୋଆରେ ବିବାହ କରିବେ। ସେ ସ୍ପୋର୍ଟ୍ସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି।

ସ୍ପୋର୍ଟ୍ସ ୱେବସାଇଟ ସ୍ପୋର୍ଟ୍ସ କୀଡାର ଟ୍ୱିଟ୍ ଅନୁଯାୟୀ ସଞ୍ଜନା ଓ ଯଶପ୍ରୀତ ବୁମରାହଙ୍କ ବାହାଘର ଗୋଆରେ ହେବ। ସଞ୍ଜନା ଆଇପିଏଲ୍ ଆଙ୍କର। ସେ ୨୦୧୯ ବିଶ୍ୱକପରେ ମଧ୍ୟ ଆଙ୍କରିଙ୍ଗ୍ କରିଥିଲେ। ସଞ୍ଜନା ଇଞ୍ଜିନିୟରିଂ କରିଛନ୍ତି। କିନ୍ତୁ ସେ ମଡେଲିଂ ଆଡକୁ ମୁହାଁଇଥିଲେ ଓ ୨୦୧୪ ମସିହାରେ ସେ ମିସ୍ ଇଣ୍ଡିଆ ଫାଇନାଲ୍ ଯାଏଁ ବି ପହଞ୍ଚିଥିଲେ। 

ସଞ୍ଜନା ଏମ ଟିଭି ରିଆଲିଟି ଶୋ’ ସ୍ପିଲଟ୍ସ ଭିଲ୍ଲାରେ ଟିଭିରେ ଡେବ୍ୟୁ କରିଥିଲେ। ୨୦୧୩ରେ ସେ ଫେମିନା ଗର୍ଜିୟସ ଆୱାର୍ଡ ଜିତିଥିଲେ।

   Related Posts