ଜୁନିୟର ହକି ବିଶ୍ବକପ ; ଫ୍ରାନ୍ସକୁ ହରାଇ ଫାଇନାଲରେ ଆର୍ଜେଣ୍ଟିନା

Published By : Prameya-News7 Bureau | December 03, 2021 IST

ଭୁବନେଶ୍ବର ୦୩/୧୨ : ଜୁନିୟର ହକି ବିଶ୍ବକପ ଫାଇନାଲରେ ଆର୍ଜେଣ୍ଟିନା । କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଜୁନିୟର ହକି ମହାକୁମ୍ଭ ସେମିଫାଇନାଲରେ ଦମଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ଫ୍ରାନ୍ସକୁ ୩-୧ ଗୋଲରେ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ସୁଟ୍‌ ଆଉଟ ଜରିଆରେ ରୋମାଞ୍ଚକର ବିଜୟ ହାସଲ କରିଛି ଆର୍ଜେଣ୍ଟିନା ଦଳ ।

wp:embed {"url":"https://twitter.com/sports_odisha/status/1466753829311901698","type":"rich","providerNameSlug":"twitter","responsive":true}
https://twitter.com/sports_odisha/status/1466753829311901698
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.