ଶୋଇଥିବାବେଳେ ଜଳିଗଲେ ଆନନ୍ଦପୁର ତହସିଲ ଅଫିସ କିରାଣି : କାରଣ ଅସ୍ପଷ୍ଟ
28/10/2019 at 9:52 AM

କେନ୍ଦୁଝର ୨୮/୧୦: ଶୋଇଥିବାବେଳେ ଘର ସହ ଜଳିଗଲେ ଯୁବକ । ଆନନ୍ଦପୁର ସୋସ ଥାନା ସଢା ଛକ ନିକଟରେ ଥିବା ଘରେ ଅଗ୍ନିକାଣ୍ଡ ହୋଇଛି।

ମୃତକ ଆନନ୍ଦପୁର ତହସିଲ ଅଫିସର ଜୁନିୟର କିରାଣୀ ଶୁକଦେବ ମୁଣ୍ଡା । ଗତକାଲି ଶୁକଦେବ ସେହି ଘରେ ଶୋଇଥିଲେ । ତେବେ ନିଆଁ କେମିତି ଲାଗିଲା ସ୍ପଷ୍ଟ ଜଣାପଡିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଚଳାଇଛି ।
Related Posts
ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ, ଗୃହପାଳିତ ପଶୁଙ୍କୁ କରୁଛି ଆକ୍ରମଣ
22 January 2021