Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜଙ୍ଗଲରେ ରନ୍ଧା ହେଉଥିଲା ଦେଶୀ ମଦ: ବନ ବିଭାଗର ଚଢାଉରେ ଦେଶୀ ମଦ ଜବତ, ଜଣେ ଗିରଫ

8/10/2021 at 8:57 AM

ନୟାଗଡ ୦୮/୧୦: ଦୀର୍ଘ ବର୍ଷ ଧରି ଦେଶୀ ମଦ ମାଫିଆ ମାନେ ଗୋଳା ପୋଖରୀ ସାପୁଆ ଜଙ୍ଗଲ ଅଞ୍ଚଳରେ ମଦ ରାନ୍ଧି ଆସୁଥିଲେ । ବିଶେଷ ସୂତ୍ର ରୁ ଖବର ପାଇ ଜିଲା ବନ ବିଭାଗ ସେଠାରେ ଚଢାଉ କରିଥିଲା । ଚଢାଉ ସମୟରେ ବନ ବିଭାଗ ମଦ ରନ୍ଧା ହେବା ପାଇଁ ବ୍ୟବହୃତ ପୋଚ ଓ ଅନ୍ୟାନ୍ୟ ସାମଗ୍ରୀ ଦେଖିବାକୁ ପାଇଥିଲା । ବନ ବିଭାଗ କର୍ମଚାରୀ ମାନେ ପୋଚ ଗୁଡିକୁ ନଷ୍ଟ କରିବା ସହ ମଦ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ସବୁ ଜବତ କରିଥିଲା ।

ତେବେ ଚଢାଉ ସମୟରେ ବନ ବିଭାଗ ଜଣେ ବ୍ୟକ୍ତି କୁ ଗିରଫ କରିଥିବା ବେଳେ ତା ଠାରୁ ଦେଶୀ ମଦ ଜବତ କରିଥିଲା । ବହୁତ ଦିନରୁ ଗୋଲାପୋଖରୀ ଅଞ୍ଚଳରେ ଦେଶୀ ମଦ କାରବାର ବଢିବାରେ ଲାଗିଥିବାବେଳେ ଅବକାରୀ ବିଭାଗ ସବୁ ଜାଣିଶୁଣି ଚୁପ ହୋଇ ବସି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଜଙ୍ଗଲ ଓ ନିକଟରେ ପାଣିର ସୁବିଧା ଥିବାରୁ ମଦ ମାଫିଆଙ୍କୁ ସୁହାଇ ଥାଏ ।

   Related Posts