ବଡ଼ବିଲରେ ହାତୀ ଆତଙ୍କ

Published By : Prameya-News7 Bureau | April 17, 2018 IST

ବଡ଼ବିଲର ବିଭିନ୍ନ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ରାତି ୩ଟା ବେଳେ ୨୨ ଟିକିଆ ହାତୀପଲ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଘର ଭାଙ୍ଗି ଭିତରେ ଥିବା ଧାନ ଚାଉଳ ମଧ୍ୟ ଖାଇଯାଇଛନ୍ତି ଏହା ସହ ଚାଉଳ ବସ୍ତା ମଧ୍ୟ ଟେକି ନେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.