Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪ କୋଭିଡ୍ ପଜିଟିଭ୍, ୩୩୭୬୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବୌଦ୍ଧ : ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
  • ||
  • ସୋର : ପୋଡିହୋଇ ମହିଳାଙ୍କ ମୁତ୍ୟୁ, ଘରଠାରୁ ୧୦୦ମି. ଦୂର କୁକୁଡା ଫାର୍ମ ପଛପଟୁ ଉଦ୍ଧାର ହେଲା ମୃତଦେହ
  • ||

ଯଦି ଏହି ଗୋଲାପ ଫୁଲ ଆପଣଙ୍କ ପ୍ରେମିକା ଦାବି କରନ୍ତି, ତାହେଲେ ଜାଣନ୍ତୁ ଆସିଗଲା ଆପଣଙ୍କ ଦୁର୍ଦ୍ଦିନ

7/01/2019 at 1:44 PM

ଗୋଲାପ ଫୁଲ ପ୍ରେମର ପ୍ରତୀକ, ଗୋଲାପ ପୁଲ ଦେଇ ପ୍ରେମ ନିବେଦନ କରାଯାଇଥାଏ। ଗୋଲାପ ଫୁଲ ୧୦୦ ପ୍ରକାରର ଅଛି। ଏବଂ ଏହା ସାଧାରଣତଃ ଏସିଆ ମହାଦେଶରେ ହିଁ ଦେଖିବାକୁ ମିଳେ। ଗୋଲାପ ଚାଷ ଖ୍ରୀଷ୍ଟ ପୂର୍ବ ୫୦୦ବେଳକୁ  ଆରମ୍ଭ ହୋଇଥିଲା। କଲମିକରଣ ମାଧ୍ୟମରେ୧୩୦୦୦ କିସମର ଗୋଲାପ ୟା ଭିତରେ ସୃଷ୍ଟି ହୋଇଛି । ଏହି ସବୁ ଦେଶରେ ଗୋଲାପର ବ୍ୟବସାୟିକ କଲମିକରଣ ଓ ଚାଷ ହେଉଛି ।
 ତେବେ ଏମିତି କିଛି ସ୍ବତନ୍ତ୍ର ଗୋଲାପ ଅଛି ଯଦି କୌଣସି କାରଣରୁ ସେ ଗୋଲାପ ପାଇଁ ଆପଣଙ୍କ ପ୍ରେମିକା ବା ପ୍ରେମିକ ଦାବି କଲେ,  ତାହେଲେ ଆପଣଙ୍କ ଅବସ୍ଥା ସାଂଘାତକ ବୋଲି ଧରିନେବେ । କାରଣ ଏହି ପ୍ରଜାତିର ଗୋଲାପ କିଣିବା ପାଇଁ ବିଶ୍ବର ବଡ ବଡ ଧନୀ ମଧ୍ୟ ୧୦ଥର ଚିନ୍ତା କରନ୍ତି ।   
 ଯେଉଁ ଗୋଲାପଟି ସମ୍ପର୍କରେ ଆମେ ଚର୍ଚ୍ଚା କରୁଛୁ ତାହା ସୃଷ୍ଟି କରିବା ପାଇଁ ପ୍ରସିଦ୍ଧ ପ୍ଲୋରିଷ୍ଟ ଡେଭିଡ ଅଷ୍ଟିନଙ୍କୁ ୧୫ ବର୍ଷ ସମୟ ଲାଗିଛି । ବହୁ ଗୋଲାପ ଗଛର ସମିଶ୍ରଣରେ ସେ ଏହାକୁ ସୃଷ୍ଟି କରିଛନ୍ତି । ଏହାର ନାମ ଜୁଲିଏଟ ରୋଜ ରଖାଯାଇଛି ।  ଏହା କିଣିବା ସମୟରେ ଧନୀ ଲୋକମାନେ ମଧ୍ୟ ଅନେକ ଥର ଚିନ୍ତା କରନ୍ତି। ୟୁରୋପ, ନର୍ଥ ଆମେରିକା ଏବଂ ଆଫ୍ରିକାରେ ଏହା ଦେଖିବାକୁ ମିଳେ। ଏହାର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା । ଜୂଲିଏଟ  ଗୋଲାପକୁ ଦୁନିଆର ସବୁଠୁ ମହଂଗା ଫୁଲ ବୋଲି କୁହାଯାଏ। ସାଧାରଣତଃ ଏହି ଫୁଲ କାହାକୁ ମିଳେନି। ଏହି ପ୍ରଜାତିର ଗୋଲାପ ଫୁଟିବା ପରେ ପରେ ତୁରନ୍ତ ଝଡିଯାଇଥାଏ । ଜଂଗଲୀ କିସମର ଗୋଲାପ ଇଣ୍ଡୋରରେ ଜୀବିତ ରୁହନ୍ତି। କିନ୍ତୁ ଶୀତ ଦିନରେ ଗୋଲାପ ଅଧିକ ଦିନ ଜୀବିତ ରୁହନ୍ତି ନାହିଁ।

   Related Posts