ଝୁଲନ୍ତା ଅବସ୍ଥାରେ ଜଣେ ମହିଳା ଏବଂ ପୁରୁଷଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
8/01/2021 at 9:57 AM

ନିଆଳି୮/୧: ଶିଶୁ ମନ୍ଦିର ପଛପଟୁ ଜଣେ ପୁରୁଷ ଏବଂ ମହିଳାଙ୍କ ମୃତଦେହ ଉଦ୍ଧାର। ଓଲଟପୁର ଥାନା ଅଧିନ କଣ୍ଟାପଡ଼ା ସରସ୍ଵତୀ ଶିଶୁମନ୍ଦିର ପଛପଟେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଦୁହେଁ ଆତ୍ମହତ୍ୟା କରିବା ସନ୍ଦେହ କରାଯାଉଛି। ମୃତକ ପୁରୁଷ ହେଲେ ବାଘୁଆ ଗ୍ରାମର ଲୋଚନ ଭୋଇ ଏବଂ ମହିଳା ଜଣଙ୍କ ହେଲେ ଚିନା ଭୋଇ ମାଝି।ବର୍ତ୍ତମାନସୁଦ୍ଧା ଆତ୍ମହତ୍ୟାର କାରଣ ଅପ୍ପଷ୍ଟ। ଘଟଣାସ୍ଥଳରେ ଓଲଟ ପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।