ଅମିତ ଶାହଙ୍କ ଗସ୍ତ ନେଇ ଜୁଏଲଙ୍କ ପ୍ରତିକ୍ରିୟା -'ଓଡ଼ିଶା,ପଶ୍ଚିମବଙ୍ଗରେ ବିଜେପି ନଆସିବା ପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ହେବନାହିଁ'

Published By : Prameya-News7 Bureau | June 18, 2018 IST

ଅମିତ ଶାହଙ୍କ ଗସ୍ତ ନେଇ ଜୁଏଲଙ୍କ ପ୍ରତିକ୍ରିୟା - "ଅମିତ ଶାହ ଯାହା ଟାସ୍କ ଦେଇଥିଲେ ତାହାର ପୂର୍ଣ୍ଣତା ଦେଖିବେ...ଓଡ଼ିଶା,ପଶ୍ଚିମବଙ୍ଗରେ ବିଜେପି ନଆସିବା ପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ହେବନାହିଁ...ସୁବର୍ଣ୍ଣଯୁଗ ପାଇଁ ବାରମ୍ବାର ପ୍ରଧାନମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି " ଅମିତ ଶାହଙ୍କ ଗସ୍ତ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା - ଦଳୀୟ କାର୍ଯ୍ୟରେ ଆସୁଛନ୍ତି ଶାହ...ବିଜେପି ପାଇଁ ସୁବର୍ଣ୍ଣ ଯୁବ ଏବେ ଆସିନି...ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳୀୟ କାମରେ ଆସି ଦଳ କଥା ବୁଝୁଛନ୍ତି...ଆମେ ଲୋକଙ୍କ କାମ କରୁଛୁ ,ତେଣୁ ଶାହଙ୍କ ଗସ୍ତର ପ୍ରଭାବ ପଡ଼ିବନି...ଅନେକ ଥର ଶାହ ଆସିଛନ୍ତି ଯାହାର ଫଳ ଲୋକ ବୁଝାଇଛନ୍ତି...ବିଜେପିର ହକ୍ ପାଇଁ ଲଢ଼େଇ କେବଳ ମୈଖିକ "

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.