Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଅମିତ ଶାହଙ୍କ ଗସ୍ତ ନେଇ ଜୁଏଲଙ୍କ ପ୍ରତିକ୍ରିୟା -‘ଓଡ଼ିଶା,ପଶ୍ଚିମବଙ୍ଗରେ ବିଜେପି ନଆସିବା ପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ହେବନାହିଁ’

18/06/2018 at 9:41 AM

ଅମିତ ଶାହଙ୍କ ଗସ୍ତ ନେଇ ଜୁଏଲଙ୍କ ପ୍ରତିକ୍ରିୟା – “ଅମିତ ଶାହ ଯାହା ଟାସ୍କ ଦେଇଥିଲେ ତାହାର ପୂର୍ଣ୍ଣତା ଦେଖିବେ…ଓଡ଼ିଶା,ପଶ୍ଚିମବଙ୍ଗରେ ବିଜେପି ନଆସିବା ପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ହେବନାହିଁ…ସୁବର୍ଣ୍ଣଯୁଗ ପାଇଁ ବାରମ୍ବାର ପ୍ରଧାନମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି ”
ଅମିତ ଶାହଙ୍କ ଗସ୍ତ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା – ଦଳୀୟ କାର୍ଯ୍ୟରେ ଆସୁଛନ୍ତି ଶାହ…ବିଜେପି ପାଇଁ ସୁବର୍ଣ୍ଣ ଯୁବ ଏବେ ଆସିନି…ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳୀୟ କାମରେ ଆସି ଦଳ କଥା ବୁଝୁଛନ୍ତି…ଆମେ ଲୋକଙ୍କ କାମ କରୁଛୁ ,ତେଣୁ ଶାହଙ୍କ ଗସ୍ତର ପ୍ରଭାବ ପଡ଼ିବନି…ଅନେକ ଥର ଶାହ ଆସିଛନ୍ତି ଯାହାର ଫଳ ଲୋକ ବୁଝାଇଛନ୍ତି…ବିଜେପିର ହକ୍ ପାଇଁ ଲଢ଼େଇ କେବଳ ମୈଖିକ “

   Related Posts