Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା ଆକ୍ରାନ୍ତଙ୍କୁ ଛାଡି ପଳାଇଲେ ପରିବାର ଲୋକେ, ଆତ୍ମୀୟଙ୍କୁ ଖୋଜି ଖୋଜି ଜୀବନ ହାରିଲେ ଯୁବକ

21/05/2021 at 12:42 PM

ସୋର,୨୧/୦୫:  ହଜିଗଲା ମାନବିକତା । ବଞ୍ଚି ଥାଉଥାଉ କୋଭିଡ ପଜିଟିଭକୁ ଛାଡି ଚାଲିଗଲେ ପରିବାର ଲୋକେ । ଆତ୍ମୀୟଙ୍କୁ ଖୋଜି ଖୋଜି  ଡାକ୍ତରଖାନରେ ଯୁବକଙ୍କ ଚାଲିଗଲା ଜୀବନ ।

ବାଲେଶ୍ୱର ଜିଲ୍ଲା ଖଇରା ନଦୁର ଗାଁର ଜଣେ ଯୁବକଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନରେ ଗୁରୁବାର ରାତିରେ ଭର୍ତ୍ତି କରିଥିଲେ l ଡାକ୍ତରଖାନ ପକ୍ଷରୁ ଯୁବକର କୋଭିଡ ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ବାହାରିଥିଲା l

ଯୁବକ ପଜିଟିଭ ବାହାରିବା ଶୁଣି ପରିବାର ଲୋକେ  ଡାକ୍ତରଖାନରେ ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଯୁବକ ଜଣକ ଡାକ୍ତରଖାନା ବେଡ଼ରେ ଆତ୍ମୀୟମାନଙ୍କୁ ଖୋଜି ଖୋଜି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସକାଳେ ଡାକ୍ତରଖାନ ପକ୍ଷରୁ ଯୁବକଙ୍କ ମୃତଦେହକୁ ବାଲେଶ୍ୱର ନିଆଯାଇ ସତ୍କାର କାରାଯାଇଛି ।

   Related Posts