Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

9/10/2020 at 9:22 AM

କଣ୍ଟାବାଞ୍ଜି୯/୧୦:  ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। କଣ୍ଟାବାଞ୍ଜି ପମ୍ପୂ ତଲାବ ପାଖ ରେଳ ଲାଇନରୁ ମୃତଦେହଟିକୁ ଉଦ୍ଧାର କରାଯାଇଛି। ମୃତ ଯୁବକ ରାମନଗରପଡାର ଆନନ୍ଦ ତାଣ୍ଡି। ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଘଟଣାସ୍ଥଳରେ ଜିଆର୍‌ପି ଆରମ୍ଭ କଲା ତଦନ୍ତ।

   Related Posts