ଭୁବନେଶ୍ୱର ଲୋୟର ପିଏମଜିରେ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଶାନ୍ତିପୂର୍ଣ ପ୍ରତିବାଦ

Published By : Prameya-News7 Bureau | October 02, 2018 IST

ଭୁବନେଶ୍ୱର ୨/୧୦ : ଗଣମାଧ୍ୟମ କଣ୍ଠରୋଧ ବିରୋଧରେ ପ୍ରତିବାଦ କରାଯାଉଛି | ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ଲୋୟର ପିଏମଜିରେ ସାମ୍ବାଦିକମାନେ ଶାନ୍ତିପୂର୍ଣ ପ୍ରତିବାଦ କରୁଛନ୍ତି | ଏଥିରେ ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନେ ସାମିଲ ହୋଇଛନ୍ତି | ଯେଭଳି ଭାବେ ପୁରୀ ଏବଂ ସୋରୋରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହୋଇଥିଲା ତାର ପ୍ରତିବାଦ କରୁଛନ୍ତି ସାମ୍ବାଦିକମାନେ | ଏ ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା | ସେଥିପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଗଣମାଧ୍ୟମ ପ୍ରତିନିଧି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.