କଂଗ୍ରେସରେ ମିଶିଲେ ସାମ୍ବାଦିକ ସତ୍ୟ ନାୟକ

Published By : Prameya-News7 Bureau | August 12, 2018 IST

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ଗହଣରେ ସେ କଂଗ୍ରେସରେ ମିଶିଛନ୍ତି । କଂଗ୍ରେସରେ ଯୋଗ ଦେବା ପରେ ସତ୍ୟ ନାୟକ କହିଛନ୍ତି ଦୁର୍ନୀତି ବିରୋଧରେ ଆହୁରି ସ୍ବରକୁ ଶାଣିତ କରିବି । ଦଳ ଯଦି ଚାହେଁ, ସିଧାସଳଖ ନିର୍ବାଚନ ମଇଦାନକୁ ଓହ୍ଲାଇବି ବୋଲି ମଧ୍ୟ କହିଛନ୍ତି । ସତ୍ୟ ନାୟକ ମିଡିଆ ସେଲର ମୁଖ୍ୟ ହେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.