ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ; ରାଜ୍ୟବ୍ୟାପୀ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ସାମ୍ବାଦିକ
30/09/2018 at 12:27 PM

ପୁରୀ ୩୦/୯ : ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିବେ ସାମ୍ବାଦିକ । ଆଜି ରାଜ୍ୟବ୍ୟାପୀ ସାମ୍ବାଦିକ କରିବେ ପ୍ରତିବାଦ । କଳାବ୍ୟାଜ୍ ପିନ୍ଧି ସାମ୍ବାଦିକମାନେ ପ୍ରତିବାଦ କରିବେ ବେ।ଲି OUJ ପକ୍ଷରୁ କୁହାଯାଇଛି । ସମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି । ତଥାପି ସମ୍ବାଦିକଙ୍କ ସୁରକ୍ଷା ପାଇଁ କାହାର ଦରଦ ନାହିଁ । ନା ସରକାର ନା ପ୍ରସାଶନ, କେହି ବି ଚିନ୍ତିତ ନାହାନ୍ତି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021