Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିବେ ସାମ୍ବାଦିକ

30/09/2018 at 10:09 AM

ଭୁବନେଶ୍ବର ୩୦|୯: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିବେ ସାମ୍ବାଦିକ । ଆଜି ରାଜ୍ୟବ୍ୟାପୀ ସାମ୍ବାଦିକ କରିବେ ପ୍ରତିବାଦ । କଳାବ୍ୟାଜ୍ ପିନ୍ଧି ସାମ୍ବାଦିକମାନେ ପ୍ରତିବାଦ କରିବେ ବେ।ଲି ଓୟୁଜେ ପକ୍ଷରୁ କୁହାଯାଇଛି । ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି । ତଥାପି ସାମ୍ବାଦିକଙ୍କ ସୁରକ୍ଷା ପାଇଁ କାହାର ଦରଦ ନାହିଁ । ନା ସରକାର ନା ପ୍ରସାଶନ, କେହି ବି ଚିନ୍ତିତ ନାହାନ୍ତି ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ।

   Related Posts