Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିବାହର ଏକ ମାସ ପରେ ସ୍ବାମୀଙ୍କୁ ଜଣା ପଡିଲା ତାଙ୍କ ସ୍ତ୍ରୀ ଜଣେ ପର୍ଣ୍ଣ ଷ୍ଟାର : ଆଉ ତା ପରେ….

26/09/2021 at 11:40 AM

ନୂଆଦିଲ୍ଲୀ ୨୬/୦୯  :  ପ୍ରେମ ଏମିତି ଏକ ଜିନିଷ ଯାହା କେତେବେଲେ କାହା ସହ ହୁଏ ଜାଣି ହୁଏ ନାଁ । ହେଲେ ଜଣେ ବ୍ୟକ୍ତିଙ୍କୁ ପ୍ରଥମ ଦେଖାରୁ ଏକ ଯୁବତୀଙ୍କୁ ନିଜର ମନ ଦେଇ ବସିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ତାପରେ ବନ୍ଧୁତାର, ସମ୍ପର୍କ କେତେବେଳେ ପ୍ରେମରେ ପରିଣତ ହେଲା ତାହା ଜଣା ପଡିଲା ନାହିଁ । ଆଉ ପରେ ବ୍ୟକ୍ତି ଜଣକ ତାଙ୍କୁ ବିବାହ ମଧ୍ୟ କଲେ । କିନ୍ତୁ ବ୍ୟକ୍ତି ଜଣକ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପତ୍ନୀ ଜଣେ ଚର୍ଚ୍ଚିତ ପର୍ଣ୍ଣ ଷ୍ଟାର୍ ରହିସାରିଛନ୍ତି ।

ତେବେ ଏହି ମାମଲା ବ୍ରିଟେନ୍ ଘଟଣା ବୋଲି ଜଣା ପଡିଛି । ଏହି ୩୪ ବର୍ଷର ଏମୀ କ୍ରିଷ୍ଟଫର୍ସ ଜଣେ ୨୬ ବର୍ଷିୟ ଜୋଶ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ଏମୀ ବିବାହ ପୂର୍ବରୁ ଅନେକ ଏକ୍ସ-ରେଟେଡ୍ ଫିଲ୍ମ ରେ ମଧ୍ୟ  କାମ କରି ସାରିଛନ୍ତି । ଏମୀ “ବ୍ରାଣ୍ଡି ବ୍ରେଭର୍” ନାଁର ବ୍ୟବହାର କରି ଅନେକ ଆଡଲ୍ଟ ଫିଲ୍ମରେ କଳାକାର ଭାବରେ ଅଭିନୟ କରିସାରିଛନ୍ତି । ୨୫ ବର୍ଷ ବୟସରୁ ସେ ଏକ୍ସ-ରେଟେଡ୍ ଫିଲ୍ମ ଶୁଟିଂ କରିସାରିଛନ୍ତି ।

ଏମୀଙ୍କ ଅତୀତ ବିଷୟରେ ଜଣାପଡ଼ିବାରେ ତାଙ୍କ ସ୍ୱାମୀ ଜୋଶଙ୍କ ସାଙ୍ଗ କହିଛନ୍ତି ଯେ, “ତାଙ୍କୁ କିଛି ଦିନ ତଳେ ଏମୀଙ୍କ ଅତୀତ ସମ୍ପର୍କରେ ଜଣାପଡ଼ିଥିଲା । ଜୋଶ ପ୍ରଥମ ଥର ପାଇଁ ଏହା ଜାଣିବାପରେ ତାଜୁବ୍ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏବେ ତାଙ୍କ ବିଚାର ହେଉଛି ସମସ୍ତଙ୍କର ଏକ ଅତୀତ ଥାଏ” । ଏହା ତାର ମଧ୍ୟ୍ୟ ଅତୀତ।

   Related Posts