Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଯାତ୍ରା ଇଣ୍ଡଷ୍ଟ୍ରୀର ଏଭରଗ୍ରୀନ ହିରୋ ସୁରେଶ ପଣ୍ଡା ନେବେ ଯାତ୍ରାରୁ ସନ୍ୟାସ: କହିଲେ ଏଠି ସମସ୍ତେ କଳଙ୍କିତ ନାୟକ- ଶୁଣନ୍ତୁ ଆଉ କଣ କହିଲେ ସେ

15/12/2018 at 1:05 PM

ଭଦ୍ରକ ୧୫|୧୨ : କଳିଙ୍ଗ ଗଣନାଟ୍ୟ ହେବ ସୁରେଶ ପଣ୍ଡାଙ୍କ ଶେଷ ରଙ୍ଗମଂଚ । ଆଉ ମଂଚରୁ ଅବସର ନେବାପରେ ସେ କଳାକାରଙ୍କ ପାଇଁଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବେ ବୋଲି କହିଛନ୍ତି । ସୁରେଶ ପଣ୍ଡା,ଓଡିଆ ଯାତ୍ରା ଇଣ୍ଡଷ୍ଟ୍ରିର ଏଭରଗ୍ରୀନ ହିରୋ। ଦୀର୍ଘ ୩୨ ବର୍ଷହେଲା ସେନାୟକ ଭାବେ ଅଭିନୟ ଜାରି ରଖିଛନ୍ତି । ତେବେ ଏହି ୩୨ ବର୍ଷର ଇନିଂସ ଭିତରେ,  ସେ୨୦ ବର୍ଷ କେବଳ ତୁଳସୀ ଗଣନାଟ୍ୟରେ ଅଭିନୟ କରିଛନ୍ତି । ଆଉ ଏବେ ସେ କଳିଙ୍ଗ ଗଣନାଟ୍ୟରେ ଅଛନ୍ତି। କାଳିଆ ଆଖିରେ ଲୁହ, ବାପର ଚୌକା ପୁଅର ଛକା, ବଳତ୍କାର , ଆଖିତୁ କାନ୍ଦନା, ମିଛୁଆ ସ୍ବାମୀ, ଏସିପି ବଳବନ୍ତସିଂ, ସୁରେଶ ପଣ୍ଡା ବନ୍ଧା ପଡିଛି , ଏମିତି ଅନେକ ସଫଳ ନାଟକରେ ସେ ଅଭିନୟ କରିଛନ୍ତି। ତେବେ କଳିଙ୍ଗ ଗଣନାଟ୍ୟ ରୁସେ ଅବସର ନେଇଯିବେ ବୋଲିନ୍ୟୁଜ୍ ୭କୁ କହିଛନ୍ତି । 

ନାୟକ ସୁରେଶ ପଣ୍ଡା ଓ ନାୟିକାଜୁଲି ପଣ୍ଡାଙ୍କ ଯୋଡି ଯାତ୍ରା ଦର୍ଶକଙ୍କ ପାଖରେ ବେଶ୍ ଜଣାଶୁଣା। ଦୀର୍ଘ୨୦ ବର୍ଷ ଏମାନେ ଏକାଠି ଅଭିନୟ କରିଛନ୍ତି। ତେବେ ସୁରେଶ ଜୁଲିଙ୍କୁଝିଅ ବୋଲିଭାବିଛନ୍ତି । 

ତେବେ ସୁରେଶଙ୍କ କଳା ଜୀବନରେ କଣ ରହିଛି କଳଙ୍କ, ଆଉ ଏକଥା ସୁରେଶକୁ ପଚାରିଲେ ସେ ହସିହସି କହନ୍ତି- ଏଠି ସମସ୍ତେ କଳଙ୍କିତ ନାୟକ 

ରିପୋର୍ଟ : ସର୍ବେଶ୍ବର ନାଥ

   Related Posts