Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଜନି ଲିଭରଙ୍କ ଷ୍ଟାଇଲିସ୍‌ ଝିଅ ଜେମି ଲିଭରଙ୍କ ଫଟୋ ହେଲା ଭାଇରାଲ!

19/05/2019 at 4:13 PM

ମୁମ୍ବାଇ୧୯|୫: ବହୁ ପ୍ରତିଷ୍ଠିତ ହାସ୍ୟ କଳାକାର ଜନି ଲିଭର ଆଜିକାଲି ପରଦାରେ କମ ଦେଖିବାକୁ ମିଳୁଛନ୍ତି ସତ କିନ୍ତୁ ଆଜି ମଧ୍ୟ ସେ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚିତ।

ଜନିଙ୍କ ଭଳି ତାଙ୍କ ଝିଅ ମଧ୍ୟ ବହୁତ କମେଡି କରନ୍ତି। ଜନିଙ୍କ ଝିଅ ଖୁବ୍‌ କମ ବୟସରୁ ଲୋକପ୍ରିୟତା ହାସଲ କରିଥିଲେ। ସେ ଜେମି ଲିଭର ନାଁରେ ପରିଚିତ। ଏହା ସହ ଜେମି ଜାନୁମାଲା ନାଁରେ ମଧ୍ୟ ସେ ସୁପରିଚିତ।   

ଜେମି ଲିଭର ଲଂଡନରେ ମାଷ୍ଟର ଡିଗ୍ରୀ ସାରିଛନ୍ତି। ୨୦୧୨ ମସିହାରେ ଲଂଡନ- ବେସ୍‌ଡ ମାର୍କେଟ ରିସର୍ଚ୍ଚ ଏଜେନ୍ସିରେ ମାର୍କେଟିଗଂ କରି ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।

ବାପାଙ୍କ ଭଳି ଅଭିନୟ ଓ କମେଡି କରିବାରେ ବହୁତ ଆଗ୍ରହ ଅଛି ବୋଲି ଜେମି ନିଜେ କହିଥିଲେ। ସେ ମୁମ୍ବାଇରେ ଷ୍ଟାଣ୍ଡଅପ୍‌ କମେଡି ମଧ୍ୟ କରିଛନ୍ତି।    

 

   Related Posts