ବିରାଟ କୋହଲିଙ୍କ ଫଟୋ ପୋଷ୍ଟ କଲେ ଜନ୍ ସିନା, ୟୁଜର ଲେଖିଲେ...

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ, ୧୩/୦୬ : ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଜନ୍ ସିନା ନିଜ ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫଟୋ ପୋଷ୍ଟ୍ କରିଛନ୍ତି । ଏହାପରେ ବିରାଟଙ୍କ ପ୍ରଶଂସକମାନେ ହଜାର ହଜାର ସଂଖ୍ୟାରେ ପୋଷ୍ଟରେ କମେଣ୍ଟ ଦେଇଛନ୍ତି । ଜମେ ପ୍ରଶଂସକ ଲେଖିଛନ୍ତି ଯେ, ଜନସିନା ୨୦୨୧ ବିଶ୍ୱକପରେ ଭାରତକୁ ସମର୍ଥନ କରିବେ । ଆଉ କେହି କୋଭିଡ-୧୯ର ଅନ୍ତ ହେବ ବୋଲି ଲେଖିଛନ୍ତି ।

wp:html
/wp:html

ଆଉ କେହି ଫ୍ୟାନ୍ ବିରାଟଙ୍କ ରେକର୍ଡର ପ୍ରଶଂସା ମଧ୍ୟ କରିଛନ୍ତି । ସିନାଙ୍କ ଏହି ପୋଷ୍ଟ ମାତ୍ର ଏକ ଘଣ୍ଟା ମଧ୍ୟରେ ହିଁ ଭାଇରାଲ ହେବା ସହ ଲକ୍ଷ ଲକ୍ଷ ୟୁଜର ଲାଇକ୍ କରିଥିଲେ ।

ଏହାପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଜନ୍ ସିନା ଅନେକ ଭାରତୀୟ ସେଲିବ୍ରିଟିଙ୍କ ଫଟୋ ପୋଷ୍ଟ କରିଛନ୍ତି । ଦେଖନ୍ତୁ ସିନାଙ୍କ ଦ୍ୱାରା ସେୟାର କରାଯାଇଥିବା ଅନ୍ୟ ପୋଷ୍ଟ୍ ।

wp:html
/wp:html wp:html
/wp:html wp:html
/wp:html wp:html
/wp:html wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.