Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଯୋଗ ଦିବସରେ ପ୍ରତାପ ନନାଙ୍କ ଯୋଗ କ୍ଲାସ…

21/06/2020 at 5:51 PM

ଭୁବନେଶ୍ବର୨୧/୬: ଆଜି ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ।ଏହି ଯୋଗ ଦିବସରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗ ଆସନ ମାଧ୍ୟମରେ ଲୋକଙ୍କୁ ଯୋଗର ଉପକାରିତା ସଂପର୍କରେ ବୁଝାଇଛନ୍ତି। ଯୋଗ କରିବା ଦ୍ବାରା ମଣିଷ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ପ୍ରାଚୀନ ଋଷିମାନେ ଯୋଗର ଆବିଷ୍କାର କରିଥିଲେ। ଯୋଗ ମନୁଷ୍ୟର ଦେହ,ମନ ନିୟନ୍ତ୍ରିତ କରିଥାଏ। ସ୍ବାମୀ ରାମଦେବ କହନ୍ତି, ଯୋଗ ମାଧ୍ୟମରେ ରୋଗୀ ନିରୋଗୀ ହୋଇଥାଏ, ନିରୋଗୀ ସମାଜ ପାଇଁ ଯୋଗୀ ହୋଇଥାଏ। ଦେଖନ୍ତୁ, ପ୍ରତାପ ଷଡ଼ଙ୍ଗୀଙ୍କ ଯୋଗ କ୍ଲାସ…

   Related Posts