Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଚାକିରୀ ନାଁରେ ଠକେଇ, ୧୪ ଗିରଫ

13/11/2021 at 8:41 AM

କଳାହାଣ୍ଡି, ୧୩/୧୧:  ଚାକିରୀ  ନାଁରେ ଠକେଇ । ଟାର୍ଗେଟରେ ଶିକ୍ଷିତ ଯୁବକ । ଅନେଷ୍ଟଟ୍ୟାଗ୍ ନାମକ ସଂସ୍ଥା ଜଣେ ଯୁବକଙ୍କ ପିଛା ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରି ଟ୍ରେନିଙ୍ଗ ପରେ ଚାକିରି ଆଶା ଦେଖାଇ ଠକେଇ କରୁଥିବା ପର୍ଦ୍ଦାଫାସ ହୋଇଛି।

ଭବାନୀପାଟଣା ସହରର ବିଭିନ୍ନ ହଷ୍ଟେଲରୁ ଠକେଇର ଶିକାର ହୋଇଥିବା  ୭୦ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଏହି ମାମଲାରେ ଟାଉନ ଥାନା ପୋଲିସ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୧୪ ଜଣ ମଧ୍ୟରେ ମାଷ୍ଟର ମାଇଣ୍ଡ ରାଜେଶ କୁମାର ମହାରଣା ରହିଛି । ଗିରଫଙ୍କ ମଧ୍ୟରୁ ରାଜ୍ୟ ବାହାରର ୨ ଜଣ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୨ ଜଣ ଅଛନ୍ତି। ଉଦ୍ଧାର ୭୦ ଜଣ ଯୁବକଙ୍କ ମଧ୍ୟରେ କଳାହାଣ୍ଡିରୁ ଜଣେ ମଧ୍ୟ ନାହାନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଗ୍ଲେଜ୍ ଓଡ଼ିଶା ନାଁରେ ଠକ ସଂସ୍ଥାର ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା।

   Related Posts