ଫି ବୃଦ୍ଧି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାଲି, ଜେଏନୟୁ ବାହାରେ ୧୪୪ ଧାରା ଜାରି
18/11/2019 at 11:59 AM

ନୂଆଦିଲ୍ଲୀ ୧୮।୧୧: ଫି ବୃଦ୍ଧି ପ୍ରତିବାଦରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ରାଲି । ବ୍ୟାରିକେଡ ଭାଙ୍ଗିବା ସହ ସଂସଦ ଭବନ ଆଡକୁ ବାହିରିଲେ ଛାତ୍ରଛାତ୍ରୀ । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ଜେଏନୟୁ ବାହାରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଆଜିଠୁ ସଂସଦ ଅଧିବେଶନ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀମାନେ ସଂସଦ ଘେରିବା କାର୍ଯ୍ୟକ୍ରମ ରହିଥିଲା । ହଷ୍ଟେଲ ଫି ବୃଦ୍ଧିକୁ ନେଇ ଜେଏନୟୁରେ ଗତ କିଛି ଦିନ ହେଲା ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି ।
Related Posts
ପାସେଞ୍ଜର ଟ୍ରେନ୍ ଚାଲିବାକୁ ହୋଇପାରେ ବିଳମ୍ବ ! ଜାଣନ୍ତୁ କାହିଁକି
24 January 2021