ଜାମ୍ମୁ କାଶ୍ମୀର ସସପେନ୍ସ : ଦୁଇ ତିନି ଦିନ ଭିତରେ ସବୁ କିଛି ସ୍ପଷ୍ଟ ହୋଇଯିବ- ରାଜ୍ୟପାଳ

Published By : Prameya-News7 Bureau | August 04, 2019 IST

ଶ୍ରୀନଗର ୪|୮: ଜାମ୍ମୁ କାଶ୍ମୀରରେ ବ୍ୟାପକ ସଂଖ୍ୟାରେ ସେନା ମୁତୟନ ନେଇ ଆଶଙ୍କା ଏବଂ ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ କୌଣସି ପଦକ୍ଷେପ ଗୋପନରେ ନିଆଯିବ ନାହିଁ । ଦୁଇ ତିନି ଦିନ ଭିତରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ରାଜ୍ୟପାଳ କହିଛନ୍ତି ।

ଡରିବାର କିଛି କାରଣ ନାହିଁ, କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଗୁଜବ ପ୍ରଚାର କରୁଛନ୍ତି, ଏହାକୁ ବିଶ୍ବାସ ନକରିବା ଲାଗି ରାଜ୍ୟପାଳ ଲୋକଙ୍କୁ ଅପିଲ କରିଛନ୍ତି । କେନ୍ଦ୍ର ତରଫରୁ କୌଣସି ପଦକ୍ଷେପ ନେଇ ସୂଚନା ନାହିଁ ଏହା କେବଳ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.